ବିଏମ୍‌ସି-ଏନ୍‌ଏଚ୍‌ଏଆଇ ଟଣାଓଟରା:ରାଜଧାନୀ ବାସୀ ହନ୍ତସନ୍ତ

ଏଥର ପୁଣି ଭାସିବ ଜାତୀୟ ରାଜପଥ ୧୬ ଭୁବନେଶ୍ୱର: ଅସରାଏ ବର୍ଷାରେ ଜାତୀୟ ରାଜପଥ-୧୬ ଉବୁଟୁବୁ ହେଉଛି। ଏପରିକି ଆଇଗିଣିଆ ଛକରୁ ଆରମ୍ଭ କରି ପାହାଳ ପର୍ଯ୍ୟନ୍ତ ରାସ୍ତାରେ ଅଧିକାଂଶ ସ୍ଥାନରେ ଆଣ୍ଠୁଏ ଉଚ୍ଚରେ ପାଣି ଜମା ହେଉଛି। କିନ୍ତୁ ଏହାର ପ୍ରତିକାର କରାଯାଇପାରୁନି। ରାଜଧାନୀର ଜଳ ନିଷ୍କାସନ ବ୍ୟବସ୍ଥା ବିଏମ୍‌ସିର ହୋଇଥିଲେ ହେଁ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଅବହେଳାରୁ ରାସ୍ତାରେ ପାଣି ଜମୁଥିବା ଅଭିଯୋଗ କରି ବିଏମ୍‌ସି ଏହାର … Continue reading ବିଏମ୍‌ସି-ଏନ୍‌ଏଚ୍‌ଏଆଇ ଟଣାଓଟରା:ରାଜଧାନୀ ବାସୀ ହନ୍ତସନ୍ତ